by Prafulla Chandra Mishra ✓ · 11 Jul 2019
କ୍ଷଣପ୍ରଭା ସମ କ୍ଷଣିକ ଜୀବନ କ୍ଷଣ କ୍ଷଣ ହୁଏ କ୍ଷୟ କ୍ଷିତୀରେ କିରତୀ ପସରା ଫେଇବ , କରିଲେ ପାପ କୁ ଭୟ ଦୁଃଖୀ,ଦୁଃଖେବ୍ରତି ପରୋପକାରରେ ଧରମର ହୁଏ ଜୟ
Loading comments…
Loading comments…