by sushama Parija ✓ · 10 Jul 2018
ରାଧା ରାଣୀ ପ୍ରେମେ ହେଲୁ ଉଚ୍ଛନ୍ନ ରେ।। କି ଅବା ବର୍ଣ୍ଣିବି ତୋର ଦୟାଳୁପଣ ମୁଁ ତ ଅଟେ ମୂଢ ମତି ଛାର ଅଜ୍ଞାନ ତୋ ଛନ୍ଦା ଚରଣ ରେ ରହୁ ମୋ ମନ ରେ।
Loading comments…
Loading comments…