by Sukanti Hotta ✓ · 22 Aug 2019
ଆତୁରେ ଡାକୁଛି ତାକୁ ଆସିଯିବ ଏ ମର୍ତ୍ତ୍ୟକୁ ରାମରାଜ୍ୟ ସ୍ବପ୍ନ ମୋର ସତ୍ୟ ପରା ହେବଟି ମୋ କାଳିଆ କାଁହ୍ନୁଟି । ସବୁ ସୃଷ୍ଟି ଅଟେ ତାର କରୁଣାର ଅବତାର ସେ ବିଭୁ ପୟରେ ସଦା ବିଶ୍ୱାସ ମୁଁ ରଖେଟି ମୋ କାଳିଆ କାଁହ୍ନୁଟି ।
Loading comments…
Loading comments…