by Bikhyat Bihari Mishra ✓ · 29 Oct 2018
ଖାଲି ଚାହିଁଛି କେବେ ହେବ ତୁମ ଆଗମନ ସେଇ ସାନ୍ଧ୍ୟ ବେଳାରେ.. ତୁମେ ଆସି ପୋଛିଦେବ ଲୁହ ଆଉ କହିବ ପୁଣି ଦେଖା ହବ ଆର ଜନମରେ..
Loading comments…
Loading comments…