by Prafulla Chandra Mishra ✓ · 12 Feb 2020
ଯାହା ପାଦ ଧୂଳି ବଡ଼ଦାଣ୍ଡ ବାଲି ସେ ପଦ ସେବାରେ ନିତି ଥାଉ ମୋର ମନ କଟିଯାଉ ଦିନ ଜୀବନେ ବିରାଜୁ ଶାନ୍ତି ମୋ ପାଇଁ ଜୀବନ୍ତ ଦେବୀ ଜଗନ୍-ମାତ ଗଢିଛି ମୋହର କାୟା ଯାହାର ପଣତ ନୀଳଗିରି ନେତ ସେହି ପରା ମୋର ମା ।।
Loading comments…
Loading comments…