by Ratinarayan Rout ✓ · 17 May 2021
ମୋତେ ଦେଖାଇଛି ସିଏ ଦୁନିଆ ଆଲୋକ ସିଏ ମୋର ବନ୍ଧୁସଖା ପଥ ପ୍ରଦର୍ଶକ ll ଯାହାର ପଣତକାନି ମୋ ଲୁହ ପୋଛଇ ସବୁ କଷ୍ଟ ସହି ସିଏ ଶୁଭ ମନାଶଇ ll
Loading comments…
Comments
Loading comments…