by DILIP KUMAR SAHOO ✓ · 14 Sept 2020
ଭଲଲାଗେ ତୋ ସାଥିରେ ବରଷାରେ ଭିଜିବାରେ ଭଲଲାଗେ ତୋସାଥିରେ ସପନରେ ହଜିବାରେ ଭଲଲାଗେ ତୋଆଖିରେ ମୋ ମୁହଁକୁ ଖୋଜିବାରେ ଭଲଲାଗେ ଗଭାକୁ ତୋ ଗଜରାରେ ସାଜିବାରେ
Loading comments…
Loading comments…