by Prabhati Mahapatra ✓ · 17 Jun 2022
ଅନ୍ତିମ କାଳେ ସାହାରା ଏଇ ମୋର ନାତି ଆଶା ମୁଁ ରଖିଛି ସ୍ବର୍ଗେ ଦେଖାଇବ ବତୀ । ସିଏ ମୋ କାହାଣୀ ମୁହିଁ ତା'ର ଝୁଲା ମୁଣି ସିଏ ମୋର ମହାରାଜା ମୁହିଁ ଯେ ରଙ୍କୁଣୀ । ପରିଣତି ବୟସରେ ଆଖିରେ ସପନ ତା ଓଠର ଖନି ଭାଷା ମୋ ଦେହେ ଚନ୍ଦନ । ଆଞ୍
Loading comments…
Comments
Loading comments…