by Amita Rath ✓ · 18 Nov 2020
ମୁଁ ଭଲପାଏ ସେଇ ମୋର ପ୍ରୃଥିବୀକୁ ଯେଉଁଠି, ଝରା ଫଗୁଣ ଓ ଚୋରା ଚଇତି, ଆଷାଢ଼ ର ବର୍ଷା ଓ ବୈଶାଖ ର ତାତି, ପଉଷ ର କଅଁଳ ଖରା ଓ ମାଘ ର ଜାଡ଼, ସବୁ କିଛି ମୋ ନିଜର ଅତି ଆପଣାର। ଫଗୁଣ ଯେଉଁଠି ପୁଲକିତ କରେ ଆପଣାଛାଏଁ ଅନ୍ତରାତ୍ମା କୁ,
Loading comments…
Loading comments…