by Tapan Sahu ✓ · 12 Jun 2019
ମୋ ସୁଗନ୍ଧରେ ଶୀତ ସକାଲଟାକୁ ଛନ୍ଦି ସାରିବା ପରେ ବର୍ଷାର କି ପ୍ରୟୋଜନ ମୋ ଜନ୍ମ ସୁଗନ୍ଧ ବିତରଣେ ଅନ୍ୟତ୍ର ବଞ୍ଚିବାର ପରିକଳ୍ପନା ମିଛ ସବୁ ମିଛ ମହକ ବିନା କି ବା ମୁଁ ପ୍ରୀତିର ବାସନା ll
Loading comments…
Loading comments…