by NIRANJAN MOHARANA ✓ · 17 May 2021
ଓଡିଶା ମାଟି ମୋ ବୀର ମାଟି କେତେ ବୀର ଜନ୍ମିଛନ୍ତି ଏଇଠି ଜୟୀରାଜଗୁରୁ ଓ ଚାଖି ଖୁଣ୍ଟିଆ ସୁରେନ୍ଦ୍ର ସାଏ ଓ ଲକ୍ଷ୍ମଣ ଭେୟା ଲଢ଼ିଛନ୍ତି ଦେଶ ପାଇଁ ଏମାନଙ୍କ ପାଇଁ ସ୍ୱାଧୀନ ହୋଇଛି ଏଇ ମୋ ଓଡିଶା ଭୂଇଁ |
Loading comments…
Comments
Loading comments…