by Bharatabandhu Biswal ✓ · 31 Mar 2021
ସମତଳ ମୋର ମୃତ୍ତିକା ଉର୍ବରା ଉନ୍ନତ କୃଷି କରମେ ଶସ୍ୟ ଶ୍ୟାମଳା ବୃଦ୍ଧି ଉତ୍ପାଦନେ ଘୁଞ୍ଚୁ ଅଭାବ କଷଣେ ଖଣିଜ ସମ୍ପଦ ସତ ଉପଯୋଗେ ଗଢି ଉଠୁ ଶିଳ୍ପ ନୂଆ ।
Loading comments…
Loading comments…