by shibaram dalai ✓ · 12 Jun 2019
ମନେ ପଡେ ମିଛ ମିଛିକା ବାହାଘର ଗୁରୁଜୀ ଙ୍କ ଛାଟ ପ୍ରହାର ଧୂଳିମାଟି ସାଢ଼େଇ ର ଡାଲି ଭାତ ଖେଳ ନାହିଁ ସେହି ଜାମୁ କୋଳି ନାହିଁ ସେ ଦାଣ୍ଡ ଧୂଳି ନାହିଁ ସେ ଡିମ୍ବିର ଫଳ ନଡ଼ିଆ ପିଞ୍ଚ ର ରଥ ଟଣା ଖେଳ
Loading comments…
Loading comments…