by Bhabani Shankar Giri ✓ · 13 Jun 2020
ମାତୃଭାଷା ଆମ ସୁମଧୁର ଓଡ଼ିଆ ସତରେ ଲାଗଇ ଯେ ବହୁତ ବଢିଆ I ଆମ ଭାଷା ସଂସ୍କୃତିର ତୁଳନା ନାହିଁ ଯାହା ଅଛି ମୋ ରାଜ୍ୟେ ତା ବିଦେଶେ କାହିଁ I
Loading comments…
Loading comments…