by Hitesh Mohapatra ✓ · 13 Dec 2021
ତମକୁ ତ୍ୟାଗ କରିବା ମୋ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ତଥାପି ମୁଁ ନିରୁପାୟ , ଏହାହିଁ ଭବିତବ୍ୟ ଏହାହିଁ ବିଧିନିର୍ଦ୍ଦିଷ୍ଟ ମୁଁ ହାରି ଯାଇଥିଲି, ସମ୍ପୂର୍ଣ୍ଣ ତୁମ କର୍ତ୍ତବ୍ୟ ଆଉ ଧର୍ମ ପାଖରେ କର୍ତ୍ତବ୍ୟ ଆଉ ପ୍ରେମ ମଧ୍ୟରୁ ତୁମେ ବାଛି
Loading comments…
Loading comments…