by ବିନୟ ମହାପାତ୍ର ✓ · 14 Jun 2019
ଢଳିଯାଏ ଦେଖ କ୍ଳାନ୍ତ ସୂର୍ଯ୍ୟ, ଦୂର ଦିଗବଳୟ ପଣତ ତଳେ । ତୁମରି ପଣତ ଚଞ୍ଚଳ କାନି, ଢାଙ୍କି ଦିଅ ଗୋ, କ୍ଳାନ୍ତ ପଥିକ ଦେହେ ।
Loading comments…
Loading comments…