by Sanjay kumar Tripathy ✓ · 15 Aug 2020
ହସ ଲୁହ ସୁଖ ଦୁଃଖ ଆଉ ପ୍ରୀତି ସବୁ ତ ତୁମଠି ବନ୍ଧା ମୋ ଜୀବନ ରସ ପ୍ରତିକ୍ଷଣ ପ୍ରିୟା ତୁମରି ଛାନ୍ଦରେ ଛନ୍ଦା।
Loading comments…
Loading comments…