by janmajaya nayak ✓ · 2 Jan 2022
ପ୍ରିୟା ଗୋ ତୁମେ କି ସତେ ସମ୍ମୋହିନୀ କରିପାର ସମ୍ମୋହନ ତୁମ ଲମ୍ବାବେଣୀର ସେ କାଳିମାରେ ହଜିଯାଏ ମୋର ମନ। ଆହତ କରେ ତୁମ ଚାହାଣି ତୀର ମିଶେଇ ପାରେନି ମୁଁ କେବେ ନଜର । ନୟନଧାରେ ସେହି କଜଳଗାର କି ଉପମା ଦେବି ଗୋ ତୁମ ରୂପର ?
Loading comments…
Loading comments…