by JitendraNath Gahir ✓ · 27 Nov 2019
ତାର କମନୀୟ କଳେବର ଚୋରାଏ ହୃଦୟ ମୋର ମରାଳ ପରିକା ଚାଲି ଦେଖିଦେଲେ ଆଜି ଚଗଲା ପାଦଟି ବାଟ ଭୁଲିଯାଏ ତାର ସତେ ବାଟ ଭୁଲିଯାଏ ତାର ।
Loading comments…
Loading comments…