by DILIP KUMAR SAHOO ✓ · 10 May 2022
ତୋ କୋଳରେ ମୁଁ ଝୁଲି ଝୁଲି ମୁଁ ଶିଖିଲି ଲୋ ବାଟ ଚାଲି ତୋ ସ୍ନେହର ପରଶ ପାଇ ମୁଁ ଶିଖିଲିଲୋ କଥା କହି ଅଝଟ ହେଲେ ମୁଁ ବୁଝେଇ ଦେଉଲୋ ପରୀ ରାଣୀ ଗପ କହି ମୋ ପୂଣ୍ୟ ଦେବାଳୟ ତୁହି
Loading comments…
Comments
Loading comments…