by Krushna Chandra Dakua ✓ · 1 May 2021
ଉତ୍କୃଷ୍ଟ କଳାର ଦେଶ ମୋ ଓଡ଼ିଶା ଉତ୍କଳ ତାହାର ନାମ ଭରିଅଛି ଏଠି ଅନେକ ସମ୍ପଦ ତାହା ହିଁ ଆମ ଗର୍ବ ଗୌରବ ହଁ ତାହା ହିଁ ଆମ ଗର୍ବ ଗୌରବ ଏଠି ଆମ ପାଇଁ ସାହା ପ୍ରଭୁ ଜଗନ୍ନାଥ
Loading comments…
Comments
Loading comments…