by Kali Kumar ✓ · 28 Oct 2020
ହେ ମୋ; ଭାବ ଆଉ ଭାଷାର ଛବି କେଉଁ ଅଳଙ୍କାରେ ସଜେଇବି, କି ଉପମା ଦେବି ତୁମେ ଯେ ସରସ୍ୱତୀ, ବାଗ୍ମୀ, ସାକ୍ଷାତ ଦେବୀ ତୁମ ଭାବ ବିନା ମୁଁ କବି ହେବି କେମନ୍ତି ମୋ ଶ୍ରୀମତୀ ମନ୍ଦ ନୁହନ୍ତି, ମୋ ଶ୍ରୀମତୀ ମନ୍ଦ ନୁହନ୍ତି
Loading comments…
Loading comments…