by Debabrata Mishra ✓ · 16 Jun 2021
କେଉଁ ଏକ ରୂପର କମନୀୟ ରୂପେ କଲ ଆକର୍ଷିତ ସୁପ୍ତ ମନଟା ଚହକିଲା, ଉଲ୍ଲାସରେ ମହକିଲା ମନେ ସୁବାସ, ରଙ୍ଗ ଦେଲ ଭରି ଇନ୍ଦ୍ରଧନୁ ପରି ସାତରଙ୍ଗେ ଜୀବନେ ଖୁସି ଆନନ୍ଦେ ଶୋଭିତ ମେଘ ଆଜି କଳାବାଦଲିଆ ଆକାଶ,
Loading comments…
Comments
Loading comments…