by Laxminarayan Sahoo ✓ · 15 Jun 2020
ସେପଟ କୋଣ ଖୁଣ୍ଟକୂ ଆଉଜି ବସିଥାଏ ହୋଟେଲ ବଏ ବିନା ବାଛବିଚାରରେ ବୁଢ଼ୀ ହେଉ କି ଖାସି ହେଉ ସେ ସବୁଠୂ ଅଧିକ ନିଏ ଜମ୍ମାରୁ ପାଟି ଖୋଲେ ନାହିଁ ତା ପାଇଁ କସେଇର ଭାରି ଦରଦ ।
Loading comments…
Loading comments…