by Geetanjali Prusty ✓ · 5 May 2022
ଶ୍ରୀହୀନ ମୋହର ଭଙ୍ଗା କୁଡ଼ିଆ ଖଟି ଖାଇବାତ ନିତି ଦିନିଆ ଦୁଃଖରେ ଥିଲେ ବି ମୋ ପରିବାର ଆନ ପାଇଁ ଶ୍ରମ ନିତି ମୁଁ ଦିଏ ପେଟ ପାଇଁ ଦାନା ମୁଠାଏ ପାଏ ଶ୍ରମିକଟିଏ ମୁଁ ଶ୍ରମିକଟିଏ
Loading comments…
Loading comments…