by ତାରାପ୍ରସାଦ ଜେନା ✓ · 15 Aug 2020
ହସ ଥିଲା ଫୁଲ ବନ ଫଗୁଣ ମହକ ଇଚ୍ଛା ଥିଲା ବେଗ ଯାନ ଲକ୍ଷ୍ୟର କୁହୁକ, ଘର ଥିଲା ଶାନ୍ତି ବାସ ବାଧାକୁ ହଟେଇ ...........ମୋର ଥିଲା ମନ ଗୋଟେ ସୁବିଧା ଗୋଟେଇ
Loading comments…
Loading comments…