Loading…

କବିଟିଏ ତାର ସୃଜନର ପ୍ରାଣ ପ୍ରାଚୁର୍ଯ୍ୟତା ଭିତରେ ଏମିତି ଭାବେ ନିମଗ୍ନ ଥାଏ ଯେ କୌଣସି ଅସି ତାର କିଛି କ୍ଷତି କରିପାରେ ନାହିଁ । ବିଶ୍ଵ ପ୍ରେମିକ (cosmopolitan) ହୋଇଥିବାରୁ କୌଣସି ଅସ୍ତ୍ର କେବେ ତାକୁ ମାରିପାରେ ନାହିଁ । ସିଏ ସବୁବେଳେ ଫେରି ଆସେ ତାର ଚୂନି ଚୁନି ଶବ୍ଦର ମୁକ୍ତା ଧାରଣ କରିଥିବା ଶାମୁକାଙ୍କ ମେଳକୁ ତାର କବିତାର ନାଆ ବାହି ବାହି ..
Comments
Loading comments…