by Chinmay Behera ✓ · 24 Apr 2021
ଚାରିହାତି ଗେରୁଆ ଗାମୁଛା ଅଭାବର ବୈଶାଖୀ ଝଞ୍ଜାରେ ତିନ୍ତି ତିନ୍ତି ଫାଟିଯାଏ ସିନା, ହେଲେ ମୋ ଦନେଇ ଅଜା ଫାଟିଗଲେ ବି - ଫଟାଏନି ତା ହୃଦୟକୁ ମାଟିରେ ଗଢି ରୋଷଣୀ ଜାଳୁଥିବା ତା ପ୍ରତିଟି ହାଡକୁ ।
Loading comments…
Loading comments…