by Rasmita Behera ✓ · 18 Jan 2021
ଖାଦ୍ୟ ବଦଳରେ ମାଡ ମାରି ତାକୁ ଛାଡନ୍ତି ଦ୍ୱାର ବାହାରେ ଭୋକର ଦାଉ ଠୁ ବଳି ଗଲା ଇଏ ସହି ପାରେ ନାହିଁ ବାରେ.. ପଶୁଙ୍କ ଉପରେ କାହିଁ ଏ ମଣିଷ ହୁଏ ଅମଣିଷ ପରି ନିର୍ଦ୍ଦୟ ହୋଇକି ଆଘାତ ଦିଅନ୍ତି ଆଖିରେ ତା ଅଶ୍ରୁ ଭର
Loading comments…
Comments
Loading comments…