by Rama chandra Pradhan ✓ · 1 Nov 2020
ସୁନ୍ଦର ଦିଶଇ ମାୟା ମରୀଚିକା ମୋହାଚ୍ଛନ୍ନ କରି ମନ ତା' ପଛେ ଗୋଡ଼ାଇ ପାଦ ଥକିଯାଏ ତୁଚ୍ଛ ଲାଗେ ଏ ଜୀବନ l ବାସ୍ତବରେ ଯାହା ଦେଖାଯାଏ ସେ'ତ ସବୁ ମାୟା ମରୀଚିକା ଏ ଭବସଂସାରେ ସବୁ କିଛି ମିଛ ମୃତ୍ୟୁ ଖାଲି ସତ୍ୟ ଏକା l
Loading comments…
Comments
Loading comments…