by Er. Prakash Majhi ✓ · 10 Feb 2021
ଆଜି ଯଦି ତୁମେ ମୋ କବିତା ପଢି ଲୋତକରୁ ଲୁହ ଢାଳ ସେ ଲୁହ ମୋ ପାଇଁ ଅମୂଲ ଧନ ସାହସ ଶକତି ବଳ । [୩] କଲମ ମୁନକୁ ଶକ୍ତ କରି ଦିଅ ଢାଳି ମମତାର ବାରି ହୃଦୟ ସାଗରୁ ସ୍ନେହଟିକ ଦେଇ ପଣତରେ ଦିଅ ଭରି
Loading comments…
Loading comments…