by Tankadhar Majhi ✓ · 21 Apr 2020
ଗ୍ରୀଷ୍ମ ଅବକାଶେ ଅଢୁଆଲ ନଈ ସଞ୍ଜେ ଦୂର ତା' ଚାହାଣିର ହସ ଟାଣି ନେଲା ନିଦ ରାତିଟା ରତ୍ନ ପିନ୍ଧି ନାଚିଲା ଘୁଙ୍ଗୁର ଶବ୍ଦେ ମର୍ମାହତ ନିଦ ବ୍ୟାକୁଳ କଲା ଦିବସେ ।
Loading comments…
Loading comments…