by Illa Kanungo Mohapatra ✓ · 12 Nov 2020
ନେତ୍ର ଖୋଲି ଦେଖେ ସିଏ ତାର ଜୀବନ କୁ... କାନ୍ତ ଛଡା ଚାହେଁ ନାହିଁ କେବେ ସେ କାହାକୁ.... ll କାନ୍ତ ଉଠିଲେ ତ ସିଏ ଉଠେ ତା ଶଯ୍ୟାରୁ.... ଲାଗେ ପୁଣି ଉଠିଲା ସେ ନିଜ ବନ୍ଦୀ ଘରୁ...... ll
Loading comments…
Loading comments…