by Banabihari Mishra ✓ · 13 Dec 2019
କିଏ କହେ ସମୟଟା ଅସରନ୍ତି ବୋଲି ମୋ ପାଇଁ ସମୟଟା ସୀମାବଦ୍ଧ ମୋ ଆୟୁ ଭିତରେ କୁଆଁ କୁଆଁ ଠାରୁ ଆରମ୍ଭ ହୋଇ ଅସାଡ ନିସ୍ତବ୍ଧତା ପର୍ଯ୍ୟନ୍ତ ॥
Loading comments…
Comments
Loading comments…