by Prafulla Chandra Mishra ✓ · 28 Jun 2021
ମଣିଷ ଜୁଇର ଧୂମ କୁଣ୍ଡଳି ଭୂମିରୁ ଭୂମା ଆଚ୍ଛାଦିତ କରି ପଥ ଆଗକୁ ଦିଶେ ଅନ୍ଧାର ମରଣ କରାଳ ଛାୟା ବୁଦ୍ଧି ହୋଇଯାଏ ବାମ ଦେଖିପାରୁନାହଁ ଅବା ମହାପ୍ରଭୁ ପରାତ୍ପର ।।
Loading comments…
Comments
Loading comments…