by Anita Dash ✓ · 5 Jan 2021
ଜନମ କାଳରୁ ମରଣର ଯାଏଁ ଲମ୍ବିଛି ଜୀବନ ପଥ କିଏ ବା କହିବ କେଉଁ ସମୟରେ ମୃତ୍ୟୁ ହେବ ଉପସ୍ଥିତ ! ଅନିତ୍ୟ ସଂସାରେ ତୁମେ ପରା ଅଟ ନିତ୍ୟ ନିୟମିତ ସତ ତଥାପି ଅକାଳେ ଅନାହୁତେ ଆସି ମରମ କର ବ୍ୟଥିତ !
Loading comments…
Comments
Loading comments…