by Krushnachandra Barik ✓ · 16 May 2021
ଆଜିର ଏ ଅନୁରାଗର ଫୁଲ ମାଟିର ଶେଯ ଧ୍ରୁବ ସତ୍ୟ କୌରବ ଗୌରବ ହେଉ କି ପାଣ୍ଡଵ ପୌରୁଷ ଶୋଇବାକୁ ହେବ ଏ ବିଳାସ କୁଞ୍ଜେ ହୋଇ ଶୂନ୍ୟ ଶୂନ୍ୟ ମହାଶୂନ୍ୟ
Loading comments…
Comments
Loading comments…