by Chinmaya Kumar Nayak ✓ · 22 Oct 2020
କେତେ କେତେ ସବୁ ଅନୀତି ଆଚରି ଠୁଳ କରିଥିଲୁ ଧନ, ଖେଳୁ ଥିଲୁ ଦିନେ ଅପର ଜୀବନେ ଆଜି ନାହିଁ ତୋ ଜୀଵନ । ଆଖି ଆଗେ କେତେ ଜୀଵନ ସରୁଛି ଦେଖି ବୁଝିଦେଉ ଆଖି, ସେରକ ପୁରିଲେ ମାଣକ ପୁରିବ ଗଲୁ ଦିନ ଶେଷେ ଠକି।
Loading comments…
Loading comments…