by Aishwarya Mishra ✓ · 1 Jul 2020
ହାତ ଠାରି ଦୂରେ, ଡ଼ାକୁଛି ମୋ ମୃତ୍ୟୁ ଆ ମୋ କୋଳକୁ ଥରେ ଜୀବନର ସବୁ ଦୁଃଖକୁ ଭୁଲି ତୁ ନୀରବେ ଶୋଇଯା' ମୋ କୋଳେ ଭୁଲିଯିବୁ ସବୁ ମାୟା ଓ କାମନା ଅଛି ଯେତେ ଦୁଃଖ କଷ୍ଟ ମୋତେ ଆଲିଙ୍ଗନ କରିଦେ ତୁ ଥରେ ସ୍ଥିର ହୋଇବ ତୋ ଚିତ୍ତ
Loading comments…
Comments
Loading comments…