by Debadatta Jena ✓ · 12 Dec 2020
ମୋ ମନରେ ଅଳ୍ପ ବୃଷ୍ଟିପାତ, ମନ ମୋ ନିଷ୍କ୍ରିୟ, ଖାଲି ଉଷ୍ଣ ପ୍ରସବଣ ଧୂଆଁ ଓ ଜହର ତୁମ ଭାବନା ଯେ ଅହେତୁକ, ହେଲେ ବୃଷ୍ଟିପାତ, ସ୍ରୋତସ୍ୱିନୀ ମନ, ମୋ ବକ୍ଷରେ ଅଜସ୍ର ସମୁଦ୍ର, ଉଜାଗର ଅସଂଖ୍ୟ ସ୍ୱପ୍ନର ସାଗର
Loading comments…
Comments
Loading comments…