by Chinmaya Kumar Nayak ✓ · 9 Oct 2020
ତୃଷିତ ପରାଣ ଖୋଜେ ଶୀତଳ ସଲିଳରୁ ଢୋକେ ଖଜୁରୀର କ୍ଷୀଣଛାୟା ଭରିଦିଏ ହୃଦୟରେ ଆଶାରୁ କିଞ୍ଚିତେ ମରୀଚିକା ଜାଣି ବି ମୁଁ ଧାଇଁଯାଏ ଜଳର ପ୍ରାପ୍ତିର ସନ୍ଧାନେ ମିଳିଗଲେ ମରୁଦ୍ୟାନ ତୁପ୍ତ ହେବ ପ୍ରାଣ ପାଇ ଶୀତଳ ଉଦକେ।।
Loading comments…
Comments
Loading comments…