by Kali Kumar ✓ · 4 Sept 2019
ସେ ହେଉ କାହାଣୀ କୁନ୍ଦୁଲି ସସ୍ମିତାର, କିମ୍ବା ନିର୍ଭୟା ଦିଲ୍ଲୀର, ସବୁଠି ତ ଶିକାର ନାରୀର । ତେବେ, ତୁମେ କିଆଁ ସାଜିଛ ଅନ୍ଧ-ମୂକ- ବଧିର ତିନି ମାଙ୍କଡ଼, ଗାନ୍ଧୀଙ୍କର ।
Loading comments…
Comments
Loading comments…