by Manmath Kumar Das ✓ · 18 Jan 2021
ଚୁପି ଚୁପି ଋତୁରାଜ ପହଞ୍ଚିଲେ ପାଶେ ଧିରେ ହାତ ରଖିଲେ ସେ ମହୁଲ କାନ୍ଧରେ ଚୁମିଲେ ଓଠରେ ତୋଳିନେଇ ବସାଇଲେ ନିଜ ଅଙ୍କ ଦେଶେ ।
Loading comments…
Loading comments…