by Prasanta Kumar Behera ✓ · 6 Mar 2021
ଯମୁନା ନଈର କାଚକେନ୍ଦୁ ପାଣି ଉଜାଣି ଅନ୍ତରେ ଝରୁ ଶାଶ୍ୱତ ପ୍ରେମର ପୁଲକ ଉଚ୍ଛ୍ୱାସେ ହୃଦୟେ ବେପଥୁ ଭରୁ
Loading comments…
Loading comments…