by Bhakta Malla ✓ · 21 May 2018
କାକୁତି କରି କହିଲି କେତେ - ତଳେଇ ମୋର ମଥା ତଥାପି ସିଏ ଠାଣିରେ ଠିଆ , ସ୍ଥିର ଅବିଚଳ - ବୁଝିବା ତ' ଦୂର ସପନ, ଶୁଣିଲା ନାହିଁ କଥା
Loading comments…
Comments
Loading comments…