by Binay Mohapatra ✓ · 14 Jul 2017
କାହିଁକି ଚାହୁଁଛ ବନ୍ଧୁ ଯିବା ପାଇଁକେଉଁ ଏକ ଅଜଣା ରାଇଜେ ?ସବୁ କିଛି ତ ଏଇଠି ଅଛି,ଯାହା କିଛି, ଅଛି ସ୍ୱର୍ଗ ଧାମେ,ପ୍ରଭୁ ବି ପାରେନା ଭୁଲି,ଏ ସୁନ୍ଦର ସୃଷ୍ଟିର ମମତା,ମାତା କୋଳ ଖୋଜେ ଏଠି ପୁଣିବନ୍ଧୁର ବନ୍ଧୁତ୍ୱ, ପ୍ରେମ ଟିକେ ପାଇଁଚାଲି ଆସେ ନେଇ ନା ନା ରୂପ ।
Loading comments…
Loading comments…