by Debabrata Mishra ✓ · 12 Jun 2019
ଭାବନା ଗୁଡିକ ମୋର ସବୁ ଏକା ଏକା ବଞ୍ଚନ୍ତି ପ୍ରକାଶିତ ହେଲାପରେ ସବୁ ଦୂରେଇ ଯାଆନ୍ତି ଏକତାର ବନ୍ଧନ ନିମନ୍ତ ସବୁ ପ୍ରଚେଷ୍ଟା ବିଫଳ ସ୍ୱାର୍ଥେ ହୋଇପାରେନି ସୁଭାବର କୋଳାହଳ,
Loading comments…
Loading comments…