by Jayashree Maharana ✓ · 30 Apr 2021
ଅନ୍ଧକାର ଚିରି ଆତଙ୍କ ହସୁଛି ଦିନର ଆଲୋକ ଛୁଇଁ ବଳାତ୍କାର ଭୟ ପାଦକୁ ଟାଣୁଛି ଅବସାଦେ ଭଗ୍ନ ମୁହିଁ ତଥାପି ସାହସ ଧୈର୍ଯ୍ୟକୁ ଆୟତ୍ତ କରିଛି ଗଢୁଛି ନିଜର ସ୍ୱପ୍ନ ଜୀବନ ପଥରେ ଆଗେଇ ଚାଲିଛି ଡେଇଁ କେତେ ବାଧାବିଘ୍ନ ।
Loading comments…
Comments
Loading comments…