by Ramachandra Bhutia ✓ · 19 Mar 2021
ଭ୍ରମରେ ପଡି ସେ ମୋତେ କହୁଛି ଅବଳା ମୋର କ୍ଷମାକୁ କରି ଉପହାସ ଭାବେ ମୋତେ ଶକ୍ତିହୀନା ଭୁଲି ଯାଉଛି ସେ ଥରେ ହେଲେ ମୁଁ ମୁକ୍ତକେଶୀ ଶେଷ କରିଦେବି ତା'ର ସବୁ ଲୀଳାଖେଳା
Loading comments…
Comments
Loading comments…