by Sandhya Rani Panigrahy ✓ · 30 Jul 2019
ଗର୍ଭ ଶୂନ୍ଯ ହେବାକୁ ଦେବିନି ଏକ ମାତ୍ର ସନ୍ତାନ ଏଥର ମୋ ପରେ କିଏ ବା ଅଛି ନେବ ଯତ୍ନ ଦୁନିଆରେ ଜନନୀର ମୁଁ ଜାଣି ଗଲିଣି ଚକ୍ରାନ୍ତର ସୂତ୍ର ଅନୁସାର ଅସୁମାରି ଅଧର୍ମରେ ଆଚ୍ଛାଦିତ ଆଲୁଅକୁ ଲୁଚିବା ଅଦରକାରୀ
Loading comments…
Comments
Loading comments…